B.P.Ed

HELLO EVERYONE ଆଜି ଆମେ ଜାଣିବା B.P.Ed (BACHELOR IN PHYSICAL EDUCATION) କୋର୍ସ ବିଷୟରେ। ଆପଣ ଯଦି Sports, Fitness ଏବଂ Teaching କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି, ତେବେ B.P.Ed (Bachelor of Physical Education) ଆପଣଙ୍କ ପାଇଁ ଏକ ଉତ୍ତମ Professional Course ହୋଇପାରେ। B.P.Ed କ'ଣ? B.P.Ed ହେଉଛି ଏକ Professional Degree Course, ଯେଉଁଥିରେ Physical Education, Sports Coaching, Yoga, Health Education, Sports Psychology, Sports Training ଓ Teaching Method ସମ୍ବନ୍ଧୀୟ ଜ୍ଞାନ ଏବଂ Practical Training ଦିଆଯାଏ। କିଏ ଆବେଦନ କରିପାରିବେ? ଯେଉଁ ପ୍ରାର୍ଥୀମାନେ Graduation ସମ୍ପୂର୍ଣ୍ଣ କରିଛନ୍ତି ଏବଂ ସମ୍ବନ୍ଧିତ ଯୋଗ୍ୟତା ପୂରଣ କରନ୍ତି, ସେମାନେ B.P.Ed ପାଇଁ ଆବେଦନ କରିପାରିବେ। ଭର୍ତ୍ତି ନିୟମ ସଂସ୍ଥା ଓ ବିଶ୍ୱବିଦ୍ୟାଳୟ ଅନୁସାରେ ଭିନ୍ନ ହୋଇପାରେ। B.P.Ed ପରେ ଚାକିରି ସୁଯୋଗ: Physical Education Teacher (PET) Sports Coach Fitness Trainer Gym Instructor Sports Academy Trainer School, College ଓ University ରେ Physical Education Faculty Sports Department ର ବିଭିନ୍ନ ପଦବୀ ଯଦି ଆପଣ B.P.Ed Course ବିଷୟରେ ଅଧିକ ସୂଚନା କିମ୍ବା Admission କରିବାକୁ ଚାହୁଁଛନ୍ତି, ତେବେ ଆଜିହିଁ Higher Education Academy, Jaydev Vihar, Bhubaneswar ସହିତ ଯୋଗାଯୋଗ କରନ୍ତୁ। 📞 Mob: 9861953662

Course Overview

B.P.Ed ପରେ ଚାକିରି ସୁଯୋଗ:
Physical Education Teacher (PET)
Sports Coach
Fitness Trainer
Gym Instructor
Sports Academy Trainer
School, College ଓ University ରେ Physical Education Faculty

Eligible Criteria

ଯୋଗ୍ୟତା:
ଯେଉଁ ପ୍ରାର୍ଥୀମାନେ any stream Graduation ସମ୍ପୂର୍ଣ୍ଣ କରିଛନ୍ତି ଏବଂ ସମ୍ବନ୍ଧିତ ଯୋଗ୍ୟତା ପୂରଣ କରନ୍ତି, ସେମାନେ B.P.Ed ପାଇଁ ଆବେଦନ କରିପାରିବେ। ଭର୍ତ୍ତି ନିୟମ ସଂସ୍ଥା ଓ ବିଶ୍ୱବିଦ୍ୟାଳୟ ଅନୁସାରେ ଭିନ୍ନ ହୋଇପାରେ।

Syllabus

Physical Education, Sports Coaching, Yoga, Health Education, Sports Psychology, Sports Training ଓ Teaching Method

Price Structure

Installment View

YES INSTALLATION PAYMENT AVAILABLE HERE..LIKE 4 INSTALLMENT 4 SEMESTER EXAM IN 2YRS.