B.SC (AGRICULTURE)

Hello Everyone ଆଜି ଆମେ ଜାଣିବା B.Sc Agriculture କୋର୍ସ ?B.Sc Agriculture କୋର୍ସ ବିଷୟରେ। ଯଦି ଆପଣ +2 Science ପାସ୍ କରିଛନ୍ତି ଏବଂ Agriculture କ୍ଷେତ୍ରରେ ନିଜର Career ଗଢ଼ିବାକୁ ଚାହୁଁଛନ୍ତି, ତେବେ B.Sc Agriculture ଆପଣଙ୍କ ପାଇଁ ଏକ Degree Course। ଏହା ହେଉଛି 4 ବର୍ଷିଆ କୋର୍ସ, ଯେଉଁଥିରେ ଆପଣଙ୍କୁ ଚାଷ ପ୍ରଣାଳୀ, ମାଟି, ଫସଲ, ଉଦ୍ଭିଦ ରୋଗ, କୃଷି ଟେକ୍ନୋଲୋଜି ଓ Practical Training ବିଷୟରେ ଶିକ୍ଷା ଦିଆଯିବ। ଏହି କୋର୍ସ ପରେ ଆପଣ M.Sc Agriculture କରିପାରିବେ ଏବଂ ବିଭିନ୍ନ କୃଷି ସମ୍ବନ୍ଧୀୟ ସରକାରୀ ଓ ବେସରକାରୀ ଚାକିରି ପାଇଁ ମଧ୍ୟ ଆବେଦନ କରିପାରିବେ। ଅଧିକ Admission Details ପାଇଁ Higher Education Academy, Jaydev Vihar, Bhubaneswar ସହିତ ଯୋଗାଯୋଗ କରନ୍ତୁ। 📞 Contact: 9861953662

Course Overview

B.Sc Agriculture କୋର୍ସ କ'ଣ?
ଏହା ଏକ 4 ବର୍ଷିଆ Degree Course। ଏହି କୋର୍ସ ସମାପ୍ତ କରିବା ପରେ ଛାତ୍ରଛାତ୍ରୀମାନେ କୃଷି କ୍ଷେତ୍ରରେ ଚାକିରି, ଉଚ୍ଚଶିକ୍ଷା ଏବଂ ନିଜସ୍ୱ କୃଷି ବ୍ୟବସାୟ କରିପାରିବେ 👇

Career Opportunities:
Agriculture Officer
Agricultural Field Officer
Agriculture Supervisor
Seed Company
Fertilizer Company
Pesticide Company
Agriculture Research
Agriculture Business
ଚାକିରି ପାଇଁ ନିଯୁକ୍ତି ସଂସ୍ଥାର ଯୋଗ୍ୟତା ଓ ଚୟନ ପ୍ରକ୍ରିୟା ଲାଗୁ ହେବ।

Eligible Criteria

କୋର୍ସର ଯୋଗ୍ୟତା (Eligibility)
ଛାତ୍ରଛାତ୍ରୀ +2 Science ପାସ୍ କରିଥିବା ଆବଶ୍ୟକ।
Agriculture / Biology / Mathematics ବିଷୟ ଥିବା ଦରକାର।
CSJMU Kanpur ରେ ସାଧାରଣତଃ 60% ମାର୍କ ଆବଶ୍ୟକ।
SC/ST ଓ Differently-abled ପ୍ରାର୍ଥୀଙ୍କ ପାଇଁ 5% ମାର୍କ ରିହାତି ରହିଛି।

Syllabus

B.Sc Agriculture ରେ କ'ଣ ପଢ଼ାଯାଏ?
ମୁଖ୍ୟ ବିଷୟଗୁଡ଼ିକ ହେଲା:
Agronomy – ଫସଲ ଉତ୍ପାଦନ ବିଜ୍ଞାନ
Soil Science – ମୃତ୍ତିକା ବିଜ୍ଞାନ
Horticulture – ଉଦ୍ୟାନ କୃଷି
Plant Pathology – ଉଦ୍ଭିଦ ରୋଗ ବିଜ୍ଞାନ
Entomology – କୀଟ ବିଜ୍ଞାନ
Genetics & Plant Breeding – ଜେନେଟିକ୍ସ ଓ ଉଦ୍ଭିଦ ପ୍ରଜନନ
Agricultural Economics – କୃଷି ଅର୍ଥନୀତି
Agricultural Engineering – କୃଷି ଯାନ୍ତ୍ରିକ ବିଜ୍ଞାନ
Agricultural Extension – କୃଷି ସମ୍ପ୍ରସାରଣ
Food Science & Technology – ଖାଦ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା।

Price Structure

Installment View

4YR INSTALLMENT PAYMENT ALSO AVAILABLE